Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Children Stories Inspirational

3  

KUMUDA CHANDRA DALEI

Children Stories Inspirational

କରିବା ରକତ ଦାନ (ଶିଶୁ କବିତା)

କରିବା ରକତ ଦାନ (ଶିଶୁ କବିତା)

1 min
464


ରକ୍ତ ଶରୀରକୁ ଯୋଗାଉଛି ବଳ

ରଖଇ ସୁସ୍ଥ ସବଳ

ରକ୍ତହୀନତା ଓ ଦୂଷିତ ରକ୍ତରେ

ଜୀବନକୁ ଘୋଟେ କାଳ ।

ରକତରେ ଥିବା ବିଶୁଦ୍ଧ କଣିକା

ରକତରେ ହେଲେ ବେଶି

ରୋଗ ପ୍ରତିରୋଧ ଶକତି ବଢାଇ

ରୋଗ ଜିବାଣୁକୁ ଦିଏ ନାଶି ।

ସଂଜମତା ବିନା ରକତରେ ଯେବେ

ଜିବାଣୁ ଭୁତାଣୁ ମିଶେ

ନାନା ଜାତି ରୋଗ ଭୋଗ କରି କରି

ମରଣ ହୁଅଇ ଶେଷେ ।

ରକତ ଗଡ଼ଇ ମାଂସ, ଜୀବକୋଷ

ହାଡ଼କୁ କରଇ ଶକ୍ତ

ବିଶୁଦ୍ଧ ରକତ ଶରୀରରେ ଥିଲେ

ରହେ ସଦା ରୋଗ ମୁକ୍ତ ।

ଶିରା ପ୍ରଶିରାରେ ଆପଦ ମସ୍ତକ

ରକ୍ତ ହୋଇ ସଞ୍ଚାଳନ

ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ କରି

ସୁସ୍ଥ ରଖେ ଦେହ ମନ ।

ରକତ ଅଟଇ ଅତି ମୂଲ୍ୟବାନ୍

କରିବା ରକତ ଦାନ

ରକତର ଦାନ ମହତ୍ କରମ

ଦିଅଇ ନୂଆଁ ଜୀବନ ।


Rate this content
Log in