STORYMIRROR

Manju Rath

Others

3  

Manju Rath

Others

ଶିକ୍ଷକ

ଶିକ୍ଷକ

1 min
212

ଶିକ୍ଷା ଦେଇ ତୁମେ 

ଭବିଷ୍ୟତ ଗଢିଲ 

ହେ ଶିକ୍ଷକ 

ପିଲାମାନଙ୍କ ଚାଟଶାଳୀରେ 

ଗୁରୁଜ୍ଞାନ ଦେଇ 

ନିଜକୁ ଗୁରୁପଦ ଉପାଧିରେ 

ସଫଳତାର ଶିଖର ଚଢିଲ ।


ହେ ଶିକ୍ଷା ଦାତା 

ତୁମେ ହିଁ ସାକ୍ଷାତ ପରମ ଈଶ୍ଵର 

ତୁମରି ଶିକ୍ଷା ବଳରେ 

ପିଲାମାନଙ୍କ ଭବିଷ୍ୟତ 

ଉଜ୍ଜଳ ଆଲୋକସୀଖା

ତୁମେ ହିଁ ଶିକ୍ଷା ର ଶବ୍ଦକୋଷ 

ହେ ଶିକ୍ଷା ଦାତା 

ତୁମ ପଦଧୂଳି ନତ ମସ୍ତକ ।



Rate this content
Log in