ତୁମରି ପାଇଁ
ତୁମରି ପାଇଁ
1 min
6.7K
ତୁମରି ପାଇଁ ...
କେତେ ଶପଥ ଦେଇଥିଲି ଭାଙ୍ଗି
କେବଳ ତୁମରି ପାଇଁ
କେତେ ବାହାନା ଖୋଜୁଥିଲି ମୁଁ
କେବଳ ତୁମରି ପାଇଁ
ହୃଦୟ ସ୍ପନ୍ଦନ ମୋ ଚାଲୁଥିଲା
କେବଳ ତୁମରି ପାଇଁ
ମୋର ପ୍ରତି ମୂହୁର୍ତ୍ତ କଟୁଥିଲା
କେବଳ ତୁମରି ପାଇଁ
ଆଜି ମୁଁ କରିଛି ଅପେକ୍ଷା କିଛି
କେବଳ ତୁମରି ପାଇଁ
ନିଜ ଉପରେ ରାଗିଯାଏ ଆଜି
କେବଳ ତୁମରି ପାଇଁ
ଧାର ଧର ଲୁହ ଝରିଯାଏ ଆଜି
କେବଳ ତୁମରି ପାଇଁ
ନିଜକୁ ନିଜେ ପ୍ରବୋଧେ ମୁଁ
କେବଳ ତୁମରି ପାଇଁ
ଅନିଦ୍ରା ରାତ୍ରରେ ସ୍ୱପ୍ନ ଭାଙ୍ଗେ
କେବଳ ତୁମରି ପାଇଁ
ବଞ୍ଚôବାର ବାଟ ଖୋଜେ ଆଜି
କେବଳ ତୁମରି ପାଇଁ
ସାମ୍ନାରେ ଥାଇ ତୁମେ
ତୁମକୁ ଖୋଜେ ତୁମରି ଭିତରେ
କେବଳ ତୁମରି ପାଇଁ
କିଏ ମୁଁ, କ’ଣ ପାଇଁ ବଞ୍ଚôଛି
ପଚାରି ବସେ ନିଜକୁ
କେବଳ ତୁମରି ପାଇଁ