Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

3  

Bidyutprabha Gantayat

Others

କିଛି ନ ଥିବ

କିଛି ନ ଥିବ

1 min
6.8K


କେବଳ ଦେହଟା ପୋଡି ଯିବନି

ପ୍ରେମର ଅଷାଡ଼ ପଣରେ

ଆତ୍ମ ବି ଜଳିଯିବ

ତା ଆଞ୍ଚରେ ।

କେବଳ ପ୍ରେମ ହିଁ ଅର୍ଖୀତ ହୋଇ ଯିବନି

ନିର୍ଲିପ୍ତିର ନିଗଡ଼ରେ

ଆସ୍ପୃହା ବି ଶୁଖିଯିବ

ଆତ୍ମସ୍ଲାଘାର ମରୁରେ ।

କେବଳ ସମ୍ବେଗ ହିଁ

ଲଜ୍ଜିତ ହେବନାହିଁ

ପ୍ରେମର ମୃତ୍ୟୁରେ ।

ଆବେଗର ଅନ୍ତଃସ୍ରୋତ

ଅନ୍ତରଧ୍ୟାନ ହେବ ।

ଅପ୍ରେମ ଆୟୁଷ ଯାକ

ଦୀର୍ନୋ ବିଦୀର୍ଣ୍ଣ ହେଉଥିବ

ଲୟ ହୀନ ଚେତନା ହତ

ଆଦେହ ଦେହରେ ।

ଡ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in