STORYMIRROR

Bidyutprabha Gantayat

Others

1  

Bidyutprabha Gantayat

Others

ମେଟ୍ରୋ

ମେଟ୍ରୋ

1 min
2.2K



***

ମେଟ୍ରୋ ସିଟିରେ,

ଏ ମାନଙ୍କ ସ୍ଥାନ ନାହିଁ,

ଚାରିସୋରି

ଚଉଡା ରାସ୍ତା ତଳେ

ଦବି ରହିଛି ...l

ଗଛ ଛାଇ,

ଟିକେ ଶୀତଳତା,

ବିପୁଳ ସବୁଜିମାର,

ଵିଲୁପ୍ତ ସୁନ୍ଦରତା,

ସହରୀ ମଣିଷଙ୍କ,

ସଂଜୀବନି

ସ୍ବସ୍ତି ଓ

ନିରାପତ୍ତା ।

© ବିଦ୍ୟୁତପ୍ରଭା


Rate this content
Log in