Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

2  

Bidyutprabha Gantayat

Others

ବିନ୍ଦୁ ବିନ୍ଦୁ ରେ କବିତା

ବିନ୍ଦୁ ବିନ୍ଦୁ ରେ କବିତା

1 min
7.0K



1

ଶୂନ୍ୟରୁ ଲମ୍ବିଛି ଶିକୁଳି,

ଅଗରେ ମଗର ମୁଖ,

ଅବା କେବେ କଅଁଳା ବାଛୁରୀ,

ଶୂନ୍ୟ ଶିକୁଳି !

ଆସ୍ପର୍ଧା ରେ ଛୁଇଁ ଦେବ.

ବୟସୀ ଦେହଳି !

2

ଚିକି ମିକି ଚୁନାଚୁନା ମାଛ କାତି,

ଡୁଵ ଖାଏ ଚିତ୍ରିତ ମରାଳ,

ମିଳିଗଲେ ମିଳିଯିବ,

ଚୁଲବୁଲି ମହୁରାଳୀ,

ନ ହେଲେ ଖଣ୍ଡିଏ ମରାଳ,

ଇଏ ତl'ର ଖେଳ ।

3

ଛାତିଠୁ ତଳକୁ, ଅଣ୍ଟାଠୁ ତଳକୁ,

ଟଙ୍ଗା ଏବେ.

ଲୁଗା ସୁଖା ଦଉଡ଼ିରେ,

ଯିବା ଆସିବା ଲୋକେ ହଇରାଣ,

ଦୁଷ୍ଟାମି କରେ ଯଦି,

ପାଗଳ ପବନ ।

*****

ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in