Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

2  

Bidyutprabha Gantayat

Others

ଅନ୍ତରକୁ ଯାତ୍ରା

ଅନ୍ତରକୁ ଯାତ୍ରା

1 min
6.7K



***

ଆଶ୍ଚର୍ଯ୍ୟ ଏ ମୁକ୍ତ ମନ

ଅଦମ୍ୟ , ଅପରାହତ

ଧବମାନ ଦଶଦିଗ

ଧରେ ନାହିଁ ଧୌର୍ଯ୍ୟ

ଚଞ୍ଚଳ , ଚପଳ

ସତେକି ପତଙ୍ଗ ।

କାହାକୁ ଖୋଜେ ସେ ?

କାହାକୁ ଅପେକ୍ଷା କରେ

କାହା ପଥ ଚାହେଁ ।

ଯେତେଦୂର ଆକାର

ସେତେଦୂର ମାୟା

ସବୁ ସମ୍ବନ୍ଧ ମାଟିର

ସବୁ ଆନନ୍ଦ ପ୍ରାଣର ।

ଆକାର ରୁ ନିରାକାର

ଯାତ୍ରାପଥ ଅନନ୍ତ ର

ଯନ୍ତ୍ରଣାହତ ଅବିରତ ଧ୍ୟାନସ୍ଥ

ଯାତ୍ରା ଅନ୍ତେ...

ପାର୍ଥିବର ସ୍ତର ଭେଦି

ଆତ୍ମାର ଗଗନ ମଣ୍ଡନ ।

ତ୍ରିଲୋକର ଶବ୍ଦ ସାର

ନୈସର୍ଗିକ ଦିବ୍ୟ

ଜ୍ୟୋତିର୍ମୟ ଅନ୍ତରୀକ୍ଷ

ଅନନ୍ତ ଆଲୋକ ।

******

ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in