Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ମାଆ

ମାଆ

1 min
175


ଦୟାର ଦୟଣା ପିନ୍ଧା ମା' ଟିଏ ଦୟାର ଦ୍ବାରକା

ଦୟାର ଦାୟିତ୍ବ ବନ୍ଧା ମା' ପୁଣି ଦୟାର ଦେବିକା

ମା' ଏକ ଅନାମିକା ଧ୍ବନି

ମମତାର ମଧୁର ବନ୍ଧନୀ

ତା' କାନି ବନ୍ଧା ମୁଠାଏ ଖୁଦକୁ

ସରି ନୁହେଁ ସ୍ବର୍ଗର ଅମୃତ କଣିକା !

ମା' ଏକ କୋଳଡିଆଁ ମିଠାମିଠା ଡାକ

ମା' ବି ତ ଗାଲସାରା ସ୍ନେହବୋଳା ବୋକ

ଲୁହକୁ ହସରେ ଗୋଳି

ଦୁଃଖର ଢେଉକୁ ଠେଲି

ଦୁନିଆର ରାଜପଥେ ଚିଲେ ଏକା ଏକା !


Rate this content
Log in