କ୍ଷଣିକା
କ୍ଷଣିକା
1 min
1.4K
***
ତନ୍ଦ୍ରା ଅଳସୀ ପ୍ରଭାତୀ
ମୁକୁଳାଏ ଧିରେ ନୟନ ପେଟୀକା
ଆଲୁଅ ଦୁଆର ଖୋଲି ,
ସଭିଙ୍କୁ ସମ୍ବୋଧି କହେ ଉଠ ବେଗେ
ସୁରୁଜ ହେଲେଣି ନାଲି
© ବିଦ୍ୟୁତପ୍ରଭା