Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

2  

Manas Ranjan Pattanayak

Others

ମୋ ପ୍ରିୟା- ଭାଗ ୧୦୯

ମୋ ପ୍ରିୟା- ଭାଗ ୧୦୯

1 min
329


ପିଲାବେଳେ ପ୍ରିୟା ପ୍ରଜାପତି ଧରେ ଏବେବି ମୋ ମନେ ଅଛି


ତାକୁ ଧରିଆଣି ଖୁସିରେ ପଚାରେ କିଏସେ ରଙ୍ଗ ବୋଳିଛି?


ଅପସରି ଗଲା ସେହି ଦିନଗୁଡା ଆମେ ଥିଲୁ ଛୋଟ ଛୁଆ


ଏକୁଟିଆ ଯେବେ ଦେଖିଦିଏ ମୋତେ କାହିଁକି ହୁଏ ଛାନିଆଁ?


+++++++++++++++

ମାନସ ରଞ୍ଜନ ପଟ୍ଟନାୟକ

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ

ସାକ୍ଷୀଗୋପାଳ,ପୁରୀ

-------------------------------------


Rate this content
Log in