Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

2  

Bidyutprabha Gantayat

Others

ବର୍ଷା ବରଣ

ବର୍ଷା ବରଣ

1 min
6.5K


ଟିପି ଟିପି ପ୍ରଥମ ପ୍ରା୍ବୃଟ

ଭୁରୁ ଭୁରୁ ମାଟିର ମହକ

ଭିଜେ ମନ ଅନ୍ତର ଦହନ

ନିଦାଘର ନିକାଶରେ

ପ୍ରକୃତିର ଋତୁ ସ୍ନାନ ।

ଝିପି ଝିପି ବର୍ଷାର ଗୁଞ୍ଜନ

ଆଲ୍ଲାଦରେ ଆର୍ଦ୍ର

ଆଶ୍ଳେଷରେ ସାନ୍ଧ୍ର

ପୁଷ୍ପିତାର ପ୍ରୀତି ଲଗ୍ନ

ସୋହାଗ ମଉନ ।

ସୃଷ୍ଟିର ପ୍ରଥମ ରଙ୍ଗ ମାଟିର

ସୃଷ୍ଟିର ପ୍ରଥମ ବାସ୍ନା ମାଟିର

ରଙ୍ଗ ଓ ବାସ୍ନାର

ଅପ୍ରତିମ ରୂପକାର

ଆକାଶର ଉପହାର

ଅନୁକ୍ଷଣ ଝର ଝର

ଝର ଝର ଝର ଝର ।

*****

ଡ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in