Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

କବିତା ଦିବସ

କବିତା ଦିବସ

1 min
306


ବିଶ୍ୱ କବିତା ଦିବସର ଢେର୍ ସାରା

ସାରସ୍ୱତ ଅଭିନନ୍ଦନ.

କବିତା କୁ ନେଇ ମୋ କଵିତା ହୁଦୟ ର କଥା ଗୃପ ନାମରେ ପରିଚିତ

କବିତା ମୋ ଜୀବନ କଵିତା ମୋ ଆରମ୍ଭ କଵିତା ମୋ ଶେଷ

କଵିତା ର ଶବ୍ଦ ଶେଷ ନାହିଁ ଅନନୃ ଅନେକ କବି ବହୁତ ଲେଖକ ଲେଖିଛନ୍ତି

କବିତା କୁ ନେଇ ଲେଖେ ମୋ ପେମ

କଵିତା ମୋ ନେଇ ଲେଖେ ମୋ ମନର କଥା ଭାବି ମୋ ପାରୁନି ଶବ୍ଦ କୌଊଠୁ ଆଶେ

କଵିତା ଲଖିବ ନୁହଁ ବିର ଶାହସ

କିଛି ଭାଈ ମାନଙ୍କୁ ମୁଁ ଦଖିଲି କଵିତା ଲେଖିବା ତାଙ୍କର ଅଭିଶୂ

କବିତା କୁ ନେଇ ରାଜନିତ କୁଟନୀତି କରନ୍ତୁନି

ଆମେ ସମସ୍ତେ ମିଶି ଏକ ହେବ।

ଉଚସୂରରେ କଵିତା ର କିଛି ଧାଡ଼ିଟିଏ ଲେଖିଦେଵା

ଵଳରାମ ତରାଇ

9937014646

9938962872


Rate this content
Log in