ମୋ ଅନୁଭବ
ମୋ ଅନୁଭବ
1 min
354
କିଏ କେତେ ସତ କହୁଛି ଏଠାରେ ଏହା ଜଣା ନାହିଁ ମୋତେ
ହେଲେ ମୁଁ ନିଶ୍ଚିତ ଅନେକ ଏଠାରେ ଛଳନା କରନ୍ତି କେତେ
ମୁଁ ଭଲ ମଣିଷ ସବୁଥିରେ ଶୁଦ୍ଧ ଏ କଥା କହୁନି ମୁହିଁ
ହେଲେ ସତ କଥା କପଟ ଛଳନା ଆଉ ଭଲ ଲାଗୁ ନାହିଁ
ଆବଶ୍ୟକ ସ୍ଥଳେ ଛଳନା କପଟ ହୁଏତ କଲେ ଚଳିବ
କି ଖୁସି ମିଳୁଛି ଅନ୍ୟକୁ କନ୍ଦାଇ ସେ କଥାକୁ ଥରେ ଭାବ