Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ତମେ ଚାଲି ଯାଇଛ ବହୁ ଦୂର

ତମେ ଚାଲି ଯାଇଛ ବହୁ ଦୂର

1 min
478


ତମେ ଚାଲି ଯାଇଛ ବୋଲି

ଦୁଃଖ ଲାଗୁଛି ଏତିକି


ଆଉ କେହି କହନ୍ତି

ମୁ ଝିଅକୁ ଲାଇନ୍ ମାରିଲେ

ପ୍ରତିବାଦ କରିବାକୁ


ମୁଁ ଡ୍ରିଙ୍କ କଲେ

ଅଟକାଇବାକୁ


ମୋ ଫୋନ୍ ୱେଟିଙ୍ଗ୍ ଥିଲେ

ମୋ ସହ ଝଗଡ଼ା କରିବାକୁ


ଯେତେ ଟେଷ୍ଟ କରିଜି ତମକୁ

ମନପକେଇବିନି

ମୋ ସାଙ୍ଗମାନେ ତମ କଥା

ବାର ବାର ପଚାରୁଛନ୍ତି,


ସତକୁହ ବଳରାମ ତୁମ GF କିଏ

ମୁଁ ଆଉ ସହ୍ଯ କରିପାରୁନି ସାଥୀ

କୋଉଠି ନା କୋଉଠି ରହିଯାଇଛ

ଅଦୃଶ୍ୟ ଆତ୍ମାଟିଏ ପରି

ପବନରେ ନା ମୋ ଚାରିପାଖରେ


MISS U YAR

ବହୁତ କଷ୍ଟ ଲାଗୁଛି,,,,,,,


ବଳରାମ ତରାଇ

ଖୋର୍ଦ୍ଧା

9937014646


Rate this content
Log in