ଲୋଭ ପାଇଁ ମୃତ୍ୟୁ
ଲୋଭ ପାଇଁ ମୃତ୍ୟୁ
1 min
181
ଜୀବନ ପାଇଁ ଧନ ଜନ ଲୋଡ଼ା
ଧନ ରଖିବ କି ଜୀବନ
ଧନ ଲୋଭ କଲେ ଆସେ ବିପଦ
ଚାଲିଯିବ ମୋ ଜୀବନ ।
ଧନ କଣ ସବୁ କରିଦେବ ପୁରଣ
ଧନ ପାଇଁ ଗଲା ଜୀବନ
ପର ପାଇଁ ଦାନ କରିଦିଅ କିଛି
କଟିବ ଭଲ ଜୀବନ ।
କି କରିବି ମୁଁ ଧନ ଆଉ ଅଢେଇ ଦିନ
କର କିଛି ଉପାର୍ଜ୍ଜନ
ଅତି ଲୋଭ କରି ଆସିଲା ମରଣ
ହୋଇଯିବା ଆମେ ହୀନ। ।
ଗରିବ ସହିତ ଧନ କି ସମାନ ହେବ
କହା ସହ ସେ ସମାନ
ଧନ ଲାଗି ସବୁ ନାଟ ହାଟ ଚାଲେ
ଚାଲିଥାଏ ସାରା ଜିବନ
ଧନ ବଳେ ସତ୍ୟ ମିଳେ ନାହିଁ
ଧନ ପାଇଁ ମିଳେନାହିଁ ସନମାନ
ମଣିଷ ଧନ ପାଇଁ କାହା ଜୀବନ