Audio

Forum

Read

Contests

Language


Write

Sign in
Wohoo!,
Dear user,
ନାରୀ ତୁମେ ମହାନ
ନାରୀ ତୁମେ ମହାନ
★★★★★

© Jaya Krishna Meher

Inspirational

1 Minutes   6.7K    8


Content Ranking

ହେ ନାରୀ .....

ସ୍ରୁଷ୍ଟି ରେ ତୁମ୍ଭେ ଅଦ୍ବିତୀୟ 

ଉଗ୍ର ରୂପ ଧାରଣ କରି 

ବିନାଶ କର

ସଂସାର ରେ ଥିବା କ୍ରୃର,ପାପୀ,ରାକ୍ଷସ ଙ୍କୁ

ଏବଂ ସୁରକ୍ଷିତ ରଖ ଧରାପ୍ରୃଷ୍ଟ କୁ ।

ଯୁଗ ଯୁଗ ପରି 

ଆଜିର ବୈଜ୍ଞାନିକ ଯୁଗେ ମଧ୍ୟ 

ପୁରୁଷ ଜାତିର ସମକକ୍ଷ ହୋଇ

ଜଳ,ସ୍ଥଳ,ଆକାଶ ରେ 

ପ୍ରଦର୍ଶିତ କରିପାରିଛ ତୁମର ଦକ୍ଷତା। 

ଜଗତର କଲ୍ୟାଣ ପାଇଁ 

ପ୍ରଚାରିତ କରୁଛ 

ଦୟା,କ୍ଷମା,ସ୍ନେହ ଓ ପ୍ରେମର ବାର୍ତ୍ତା ।

ନିଜର ଜୀବନକୁ ଜଳାଞ୍ଜଳି ଦେଇ

ସଳିତା ପରି ଜାଳି ଦେଇ

 ଆଲୋକିତ କରୁଛ ଧରାପୃଷ୍ଟ କୁ ।

ଧନ୍ୟ ତୁମେ ନାରୀ 

ଧନ୍ୟ ତୁମ ମହାନତା ।। 

ଜୟକୃଷ୍ଣ ମେହେର

ବଲାଙ୍ଗୀର

Mob 9938822205

        

  

ନାରୀ ତୁମେ ମହାନ ଜୀବନ ସ୍ରୁଷ୍ଟି

Rate the content


Originality
Flow
Language
Cover design

Comments

Post


Some text some message..