Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଏମିତି ଜୀବନ

ଏମିତି ଜୀବନ

1 min
144



ଏମିତି ଜୀବନ ଏମିତି ସମୟ କାହିଁକି   

  ଆସିଲା ପ୍ରିୟା ମୋର

ନିଜ ଲୋକବି ହୋଇଗଲେ ପର

 ଦୁଖଃ ଜିବନଟା ମୋର ।

ମୁଁ କାହାକୁ କହିବି ପ୍ରିୟା କିଏ ଶୁଣିବ

 ସମସ୍ତେ କଲେ ପା ପର

ସୁଖ ଠୁ ଦୁଃଖ ଅନେକ ମିଳିଲା

 କେହି ନାହିଁ ମୋ ନିଜର ।

କେମିତି କହିବି କରିବି ମୁଁ କାହାକୁ 

 ଦୁଖଃ କରିବ କେ ଦୁର

ପାଖରେ ଥାଇ ପଛେ ମିଳିଲାନି କିଛି  

 ସହି ଅପମାନ ମୋର ।

ହତାସ ନିରାଶ ଦୁଃଖ ଅବଶୋଷ ଏ  

 ଚାଲିଗଲ ତୁମେ କରି ପର

କରିଦେଇ ମୋତେ ଅଭିମାନ ଦେଇ

 କେହି ନାହିଁ ମୋ ନିଜର

 ବୁଝିପାରିବେନି କେହି ମୋର ଦୁଃଖ 

 ଏଠି ସବୁ ସାତ ପର ।


Rate this content
Log in