Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଚିରସ୍ରୋତା ସାହିତ୍ୟ ପରିବାର

ଚିରସ୍ରୋତା ସାହିତ୍ୟ ପରିବାର

1 min
392



ଏକ ସୁନ୍ଦର ପରିବାର

ପ୍ରକାଶିତ ହୁଏ କବିମାନଙ୍କର

 ଶବରୀ ପତ୍ରିକା ତାଙ୍କର ।


ଗଜନୀ ସାରେ ଗୁପ କେଟର

 ନାରୟଣ ସାରେ ପରିଚାଳକ

ଅନୁଚିନ୍ତା ଏକ ଶିକ୍ଷା ତାଙ୍କର

 ହରିଭାଇ ଗୁପ ପରିଚାଳକ ।


ପ୍ରତି କବିତା ଉପରେ କମେଣ୍ଟ 

 ତାଙ୍କର ବହୁତ ସୁନ୍ଦର ।


ସାହିତ୍ୟର ଧାର ଚୀର ସ୍ରୋତ 

 ଚିର ସ୍ରୋତା ଗଙ୍ଗା ପରି ନିର୍ମଳ ।


ସମାଜକୁ କବିତା ଶିକ୍ଷା ଦୁଃଖରେ  

 ସୁଖରେ ଥାଏ ସାଥୀଟିଏ ପରି 

ଛୋଟ ବଡ କବିମାନଙ୍କର ଘର

 ଆମ ଚିର ସ୍ରୋତା ପରିବାର ।


କବିମାନଙ୍କ କବିତା ରେ ପୁରିଯାଉଛି

 ଆମ ଚିର ସ୍ରୋତା ପରିବାର

କବିତାର ଭରପୁର ଲାଗେ ବହୁ 

 କବିମାନଙ୍କର ନୁଆ ସୂର ।


ସୋସିଆଲ ମିଡିଆ ରେ ଭଲ ଗ୍ରୁପ

 ଆମ ଚିର ସ୍ରୋତା ପରିବାର

ଗଜନୀ ଭାଇଙ୍କୁ ମୋର ନମସ୍କାର

 ହରି ଭାଇଙ୍କୁ ମୋର ନମସ୍କାର ।


ଜୟ ହେ ଚିର ସ୍ରୋତା ପରିବାର

 କବିମାନଙ୍କର ନୁଆ ଘର

ବଳରାମ ତରାଇକୁ ନୁଆ ମେମ୍ବର

ଭାବରେ ଗୁପରେ ସାମିଲ କଲ ।

ଦୁଇପଦ ଚିର ସ୍ରୋତା ପାଇଁ କବିତା ମୋହର 



Rate this content
Log in