STORYMIRROR

Sanjay Prusty

Others

3  

Sanjay Prusty

Others

ଯଦି ମୁଁ ପଥ ଭ୍ରଷ୍ଟ

ଯଦି ମୁଁ ପଥ ଭ୍ରଷ୍ଟ

1 min
6

ଯଦି ମୁଁ ପଥ ଭ୍ରଷ୍ଟ ହୋଇଯାଏ,

ହେ ପ୍ରଭୁ !

ମୁଁ ଯଦି କୌଣସି ଭୁଲ କରେ, ତା’ପୂର୍ବରୁ ମୋର ଭୁଲକୁ ପରିମାର୍ଜିତ କର 

ତେବେ ମୋତେ ଉଚିତ୍ର ମାର୍ଗ ଦେଖାଅ ! ଯଦି ମୁଁ ଆପଣଙ୍କ ଶରଣକୁ ଆସେ ତା’ହେଲେ ଆପଣଙ୍କ ଚରଣରେ ମୋତେ ସ୍ଥାନ ଦିଅ 

ହେ ପ୍ରଭୁ 

ମୁଁ ଯଦି କୌଣସି ଭୁଲ କରେ, ତା’ପୂର୍ବରୁ ମୋର ଭୁଲକୁ ପରିମାର୍ଜିତ କର 

ତେବେ ମୋତେ ଉଚିତ୍ର ମାର୍ଗ ଦେଖାଅ ! ଯଦି ମୁଁ ଆପଣଙ୍କ ଶରଣକୁ ଆସେ ତା’ହେଲେ ଆପଣଙ୍କ ଚରଣରେ ମୋତେ ସ୍ଥାନ ଦିଅ !



Rate this content
Log in