ଭଲ ପାଇବା ଗୋଟେ ଏମିତି ସମ୍ପର୍କ ତା ଆଗରେ ରକ୍ତ ର ସମ୍ପର୍କ
ଭଲ ପାଇବା ଗୋଟେ ଏମିତି ସମ୍ପର୍କ ତା ଆଗରେ ରକ୍ତ ର ସମ୍ପର୍କ
1 min
294
ଭଲ ପାଇବା ଗୋଟେ ଏମିତି ସମ୍ପର୍କ ତା ଆଗରେ ରକ୍ତ ର ସମ୍ପର୍କ ବି ଫିକା ପଡ଼ିଥାଏ।
ରକ୍ତ ର ସମ୍ପର୍କ କୁ ହୁଏ ତ କେବେ ଭୁଲି ହୋଇ ଯାଇ ପାରେ
ହେଲେ ହୃଦୟ ରୁ ଯୋଉ ଭଲ ପାଇବା ସମ୍ପର୍କ ଥାଏ ତାକୁ ଭୁଲି ହେଇ ପାରେନାଭଲ ପାଇବା ଗୋଟେ ଏମିତି ସମ୍ପର୍କ ତା ଆଗରେ ରକ୍ତ ର ସମ୍ପର୍କ ବି ଫିକା ପଡ଼ିଥାଏ।
ରକ୍ତ ର ସମ୍ପର୍କ କୁ ହୁଏ ତ କେବେ ଭୁଲି ହୋଇ ଯାଇ ପାରେ
ହେଲେ ହୃଦୟ ରୁ ଯୋଉ ଭଲ ପାଇବା ସମ୍ପର୍କ ଥାଏ ତାକୁ ଭୁଲି ହେଇ ପାରେନା।
