ପ୍ରିୟାଶିଷ୍ଭଲଲାଗେ ମୋ ପ୍ରିୟାର ଟିକେଟିକେ କଥାରେ ରାଣ ଭ
ପ୍ରିୟାଶିଷ୍ଭଲଲାଗେ ମୋ ପ୍ରିୟାର ଟିକେଟିକେ କଥାରେ ରାଣ ଭ
ଭଲଲାଗେ ମୋ ପ୍ରିୟାର ଟିକେଟିକେ କଥାରେ ରାଣ ଭଲଲାଗେ ମୋ ପ୍ରିୟାର ବଦ୍ଗୁଣକୁ କଲେ ବାରଣ ଆଖି ବୁଜି ମତେ ଭଲପାଏ ବୋଲି ଭଲଲାଗେ ଯେବେ ମୋ ଭୁଲ୍ ଦେଖି କହେ ପଦେ କଥା ଟାଣ..
ନିଜ ଠାରୁ ସିଏ ମତେ ବେଶି ଭଲପାଏ ଛାଇ ହେଇ ସବୁବେଳେ ମୋ ପାଖରେ ଥାଏ ମୋ ଖୁସିରେ ସବୁଠାରୁ ବେଶି ଖୁସି ହୁଏ ମୋ ଦୁଃଖରେ ଦୁଇଟୋପା ଲୁହୁ ଝାରିଦିଏ ମନ ମାରି କେବେ ବସିବନି ବୋଲି କହିଚି ସେ ପକେଇ ରା ହସି ହସି ସବୁ ଦୁଃଖ ସହିଯିବା ଆମେ ଦିଜଣ.. ରାଣ
ତା ପ୍ରେମରେ ଆୟୁଷ ମୋ ଛୋଟ ଛୋଟ ଲାଗେ ହଜାରେ ବରଷ ପ୍ରେମ ବିଧାତା କୁ ମାଗେ ଡର ଲାଗେ କାଳେ କାହା ପଡିବ ନଜର ମନ କହେ ଦେଇଦେବି ଟୋପାଏ ସିନ୍ଦୂର ଅମଡା ବାଟରେ ମୋ’ରି ସାଥିରେ ଚାଲିବାକୁ କରିଚି କିଏ ଆଉ ଡରୁଚି ଯେ କାଚ କଣ୍ଟା ପାହାଡ ।
