STORYMIRROR

Sanjay Prusty

Others

3  

Sanjay Prusty

Others

ଭାରତ ମାତାରୁ ବୀର ସନ୍ଧାନୁ ଦେଲେ ସେ ଭେଟି ସ୍ବାଧୀନତା ଦିନ

ଭାରତ ମାତାରୁ ବୀର ସନ୍ଧାନୁ ଦେଲେ ସେ ଭେଟି ସ୍ବାଧୀନତା ଦିନ

1 min
4

ଭାରତ ମାତାରୁ ବୀର ସନ୍ଧାନୁ ଦେଲେ ସେ ଭେଟି ସ୍ବାଧୀନତା ଦିନ,

କ୍ରନ୍ଥିକାରୀ ନେଇଥିଲେ ଶପଥ, ଗଢିଲେ ମିଶି ସ୍ବାଧୀନ ଭାରତ,

ନିଷ୍ଠୁର ବିଦେଶୀ କଲେ ଅତ୍ୟାଚାର, ପାର୍ଟି ଖୋଲୁଥୁଲେ ପିଠିରେ ପାହାର,

ତିଆରି ହେଲା ଭାରତ ସ୍ବାଭିମାନ ଭାରତ ମାତାର ବୀର ସନ୍ଧାନ,

ଦେଲେ ସେ ଭେଟି ସ୍ବାଧୀନତା ଦିନ,


ଏହି ସ୍ବତନ୍ତ୍ର ଦେଶର ସୁରକ୍ଷା ଏବଂ ସମୃଦ୍ଧିରେ ନିଜକୁ ନିୟୋଜିତ କରିବା ଆମ ଦେଶକୁ ସ୍ବଚ୍ଛ, ସୁନ୍ଦର ଏବଂ ସୁରକ୍ଷିତ ରଖୁବା ।

ଆଜି ଆମେ ଏହି କ୍ଷଣରେ ଶପଥ ନେବା ଯେ, ଆମେ ଆମ ଦେଶକୁ ସବୁବେଳେ ଭଲ ପାଇବା ଏବଂ ଏହାର ବିକାଶ ଓ ସୁରକ୍ଷା ପ୍ରତି ଯନ୍ତ୍ରବାନ


Rate this content
Log in