Sanjay Prusty ✍️
Sanjay Prusty ✍️
1 min
374
ଯେଉଁ ଦେଶରେ ଜନମ ମୋର ଯାହାର କୋଳେ ବଢୁଛି ମୁହିଁ, ଜନନୀ ପରି ପାଳୁଛି ଯିଏ ସେହିତ ମୋର ଜନମ ଭୂଇଁ। ଗହନ ବନ ଶ୍ୟାମଳ ତରୁ ଡାଳରୁ ଡାଳେ ଗହଳ ଲତା ଦେହେ ତା' ଶୋହେ, ମଧୁର ଗାନେ ପରାଣ ମୋହେ । ବିହଙ୍ଗ ଉଡ଼ି ତାରକା ମେଳେ ଆକାଶେ ତା'ର ଜୋଛନା ଢାଳେ ବିମଳ ଶଶୀ, ଗୋଟିକି ଗୋଟି କୁସୁମ ଫୁଟି କୋଳେ ତା’ ଲୋଟି ଉଠଇ ହସି। ସାଗରେ ନୀଳ ଖେଳି ଖେଳିକା ଲହରୀ ମାଳ ନାଚି ନାଚି ତା' ଚରଣ ଧୁଏ, ଝରଣା କେତେ ସରାଗେ ତା’ର ଦେହଟି ହୁଏ
