ଯବାନ
ଯବାନ

1 min

465
କାଶ୍ମୀର ରେ ଇଣ୍ଡିଆନ ଆର୍ମି ର ଜଣେ ଯବାନ ପ୍ରତିଦିନ ATM ରୁ 100 ଟଙ୍କା ନିଅନ୍ତି। କିଛି ଦିନ ଏମିତି ଚାଲିଲା ପରେ Security Guard ଦିନେ ଯବାନଙ୍କୁ ପଚାରିଲେ ' Sir ଆପଣ ପ୍ରତିଦିନ 100 ଟଙ୍କା କଣ ପାଇଁ ନିଅନ୍ତି? ' ଆପଣ ଅଧିକ ଟଙ୍କା ନେଇ, ଗୋଟେ ସପ୍ତାହ ପରେ ଆଉଥରେ ଆସିପାରିବେ।
ଯବାନଙ୍କ ଉତ୍ତର ଶୁଣି ସେ ଲୋକ ଆଶ୍ଚର୍ଯ୍ୟ ହେଇଗଲା ' ମୋ ବ୍ୟାଙ୍କ account ରେ ଲିଙ୍କ ହୋଇଥିବା ମୋବଇଲ number ମୋ ସ୍ତ୍ରୀ ପାଖରେ ଅଛି, ଯେବେ ମୁଁ ଟଙ୍କା ନିଏ ତା ପାଖକୁ msg ଯାଏ କି ମୁଁ ବଞ୍ଚିଛି'.।