Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Pradeep Kumar Panda

Others


4.8  

Pradeep Kumar Panda

Others


ଯବାନ

ଯବାନ

1 min 460 1 min 460

କାଶ୍ମୀର ରେ ଇଣ୍ଡିଆନ ଆର୍ମି ର ଜଣେ ଯବାନ ପ୍ରତିଦିନ ATM ରୁ 100 ଟଙ୍କା ନିଅନ୍ତି। କିଛି ଦିନ ଏମିତି ଚାଲିଲା ପରେ Security Guard ଦିନେ ଯବାନଙ୍କୁ ପଚାରିଲେ ' Sir ଆପଣ ପ୍ରତିଦିନ 100 ଟଙ୍କା କଣ ପାଇଁ ନିଅନ୍ତି? ' ଆପଣ ଅଧିକ ଟଙ୍କା ନେଇ, ଗୋଟେ ସପ୍ତାହ ପରେ ଆଉଥରେ ଆସିପାରିବେ।


ଯବାନଙ୍କ ଉତ୍ତର ଶୁଣି ସେ ଲୋକ ଆଶ୍ଚର୍ଯ୍ୟ ହେଇଗଲା ' ମୋ ବ୍ୟାଙ୍କ account ରେ ଲିଙ୍କ ହୋଇଥିବା ମୋବଇଲ number ମୋ ସ୍ତ୍ରୀ ପାଖରେ ଅଛି, ଯେବେ ମୁଁ ଟଙ୍କା ନିଏ ତା ପାଖକୁ msg ଯାଏ କି ମୁଁ ବଞ୍ଚିଛି'.।


Rate this content
Log in