STORYMIRROR

kamal kumar dash

Children Stories Fantasy

2  

kamal kumar dash

Children Stories Fantasy

ପରୀ

ପରୀ

1 min
130


ରାକେଶ କଲେଜରେ ବିଜ୍ଞାନ ପଢେ । ଦିନେ ସେ ଶୋଇ ଶୋଇ ଭାବୁଥିଲା ସତରେ କଣ ପରି ଥାନ୍ତି ? ଫୁଣି ଭାବିଲା ବିଜ୍ଞାନ ସେ କଥା କୁ ବିଶ୍ୱାସ କରେନି ,କାରଣ ତାର କିଛି ପ୍ରମାଣ ନାହିଁ ।ସେଦିନ ରାତିରେ ସେ ସ୍ବପ୍ନ ଦେଖିଲା ତା ବାଲକୋନୀରେ ଗୋଟେ ପରୀ ଟେ ବସିଛି ।ସେ ପଚାରିଲା ତମେ ମୋ ପାଇଁ କଣ କରି ପାରିବ ? ପରୀ କହିଲା କହିକି ଦେଖ ତୁମର କଣ ଦରକାର । ସେ କହିଲା ମୋର ସବୁ ପରୀକ୍ଷା ରେ ଭଲ ନମ୍ବର ରହୁ । ପରୀ ହସିକି କହିଲା ଭଲ ପଢିଲେ ଭଲ ନମ୍ବର ରହିବ । ପରୀ ହସରେ ଲାଜେଇ ଗଲା ରାକେଶ । ତାର ନିଦ ଭାଙ୍ଗିଗଲା କିନ୍ତୁ ସେ ପରୀକୁ ଭୁଲି ପାରୁ ନଥିଲା । ତା ପରଦିନ ତାର ଦେଖା ହେଲା ରିମା ସାଥିରେ କଲେଜରେ । ରିମା ତାକୁ ପରୀ ଭଳି ଲାଗିଲା ।  ରିମାକୁ ସେ ପରୀ ବୋଲି ଡାକିଲା ରିମା ବୁଲି ଚାହିଁଲା ଓ ତାର ସାଙ୍ଗ ହୋଇଗଲା । ଦି ଜଣ ମିଶିକି ପାଠ ପଢିଲେ ଓ ଭଲ ନମ୍ବର ରଖି ପାସ କଲେ ଓ ପରୀର କଥା ସତ ହେଲା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍