STORYMIRROR

Akshayakumar Dash

Others

2  

Akshayakumar Dash

Others

ମା ପରି କିଏ ଅଛି

ମା ପରି କିଏ ଅଛି

1 min
321

ମା ପରି କିଏ ଅଛି

ଜାର ଆଖି ରେ ଲୁହ

କୋଡ଼ରେ କ୍ଷୀର

ବିପଦେ ପଣତ କାନି

କେତେ ଉପବାସ ବ୍ରତ

ତୁଳସୀ ଚଉରା ମୂଳେ

ନିତି ବତୀଟିଏ ଜାଳେ

ପିଲାମାନଙ୍କର ମଙ୍ଗଳକାମନା

କୋଟିଏ ମୁଣ୍ଡିଆମାରି

ସଳିତା ପରାଏ ଜଳି ।


ସକାଳ ପହରୁ

ସଂଜ କି ରାତିରୁ

ହଜାରେ ପାଇଟି କରି

ଆଗ ମୋପାଖରେ

ଦୁଃଖରେ ସୁଖରେହସରେକାନ୍ଦରେ

ସବୁଥିରେ ମରିପଡି ।


ଝାଚଳେଇଛୁ

ବଂଧୁ ପରିବାର

ପନିକି ରେ ହାତ

ଆଙ୍ଗୁଳି କ।ଟିଛୁ

ଛୁଞ୍ଚି ମୁନରେପାହାଡ଼ ତାଡ଼ିଚୁ

ହିମାଲୟ ପରି ଅଟଳରହିଛୁ

ନିଜକୁ ଦେଖିନୁ

ସୁଖ ରେ ମାତିନୁ

କାହାକୁ ଭାବିନୁ

ସାନବଡ ମନୁ

ତୁମୋର ଚଳନ୍ତି ଦିଅଁ ।



ଅକ୍ଷୟକୁମାର ଦାଶ ଜାରକା ଯାଜପୁର







Rate this content
Log in