Manju Rath

Others

3  

Manju Rath

Others

ଲାଳସା

ଲାଳସା

1 min
229


ନାହିଁ ଶବ୍ଦ ଅଡୁଆ ଲାଗେ ବୋଲି 

ଶୁଣିବାକୁ କେହି ପ୍ରସ୍ତୁତ ନୁହଁନ୍ତି 

ସମସ୍ତ ଲାଳସା ହଁ ର 

ବନ୍ଧନରେ ବାନ୍ଧିବାକୁ ଭଲପାଏ 

ନାହିଁ ର ବିରକ୍ତଭାବ ନିରାଶା ଶବ୍ଦରେ 

ଝୁଲିଝୁଲି ଠାବ କରିନିଏ ତା 

ଅପହଞ୍ଚ ଠିକଣା ।


ହଁ ଯଦି ଅଛି ଯଥାର୍ଥ ର

ପ୍ରତି ଟି ଶବ୍ଦ 

ମିଠା ମିଠା ବାସନା ର 

ମହକଛୁଇଁଯାଏ 

ଇଛା ର ଲାଳସା 

ହଁ ଆଓ ନାହିଁ ର 

ପରସ୍ପର ର 

ସେ ବୁଝାମଣା ।


Rate this content
Log in