STORYMIRROR

Akshayakumar Dash

Others

2  

Akshayakumar Dash

Others

କରୋନା -୩ଭାଗ

କରୋନା -୩ଭାଗ

1 min
27

ଚାଇନାର ଓଭାନ ସହର। କେତେଜଣ ବୈଜ୍ଞାନିକ ଗବେଷଣା ଲବ୍ଧ ମହାମାରୀ। ଚାଇନାର ଇଚ୍ଛା କଳେବଳେ କୌଶଳେ ନିଜର ବୁଦ୍ଧି ପ୍ରୟୋଗ କରି ବିସ୍ତାର ବାଦ ଆଡକୁ ଆଗେଇବା।ପୃଥିବୀରେ ନିଜକୁ ସର୍ବ ଶକ୍ତି ମାନ ଘୋଷଣା କରିବା। ନାରଦଙ୍କ ଉକ୍ତି ଶୁଣୁଥିଲେ ନାରାୟଣ। ନାରାୟଣଙ୍କ ଚକ୍ର ଅତି ତୀବ୍ର ଭାବରେ ଘୁରି ବୁଲିଲା। ଚକ୍ରକୁ ଆୟତକରି ନାରାୟଣ କହିଲେ। ଯେଉଁ ବ୍ୟକ୍ତି ବା ରାଷ୍ଟ୍ର ପ୍ରକୃତିକୁ ବିରୋଧ କରି ନିଜ ସ୍ୱାର୍ଥ ହାସଲ କରିବାକୁ ଯାଏ ,ତେବ ତାକୁ ତାର କୃତ କର୍ମ ର ଫଳ ଅବଶ୍ୟ ଭୋଗ କରିବାକୁ ପଡେ। ସମୟ ତାର ଉତ୍ତର ଦେବ। ଏହି କରୋନା ପାଇଁ ଦାୟୀ ଚାଇନା। ତାର ଗର୍ବ ଖଣ୍ଡନ କରିବାର ସମୟ ଉପରେ ନିର୍ଭର କରେ। ତେବେ ପୃଥିବୀ ରେ ଲୋକମାନଙ୍କ ଦୁର୍ଦଶା ବେଳେ ଧର୍ଯ୍ୟ ଓ ସାହସ ନିହାତି ଜରୁରୀଲୋକମାନକର ନିଜର ପରିଚୟ କେବଳ ଆତ୍ମ ସମର୍ପଣ। ନାରଦ ନାରାୟଣ ନାରାୟଣ କହି ଅନ୍ତଧ୍ୟାନ ହେଲେ।


କ୍ରମଶଃ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍