STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

କବିତା

କବିତା

1 min
1.5K


ସବୁଜ ଧରଣୀ ଆଉ ସୁନେଲି ଆକାଶ

ଝରଣାରେ ଝର ତୋତେ ଡାକୁଛି ମୋ ପାସ

ବାହୁ ମେଲି ମୁ ତୋର ଅପେକ୍ଷା କରିଛି

ଆସିବା ପଥକୁ ନିରେଖି ଚାହିଁଛି

ଗାଇବୁ ଯାଆରେ ଶାନ୍ତିର ତୁ ପ୍ରେମଗୀତି।

ନୀଲାଭ ଆକାଶ ଅପେକ୍ଷାରେ ତୋର ଯା ଉଡିଯାରେ ସାଥି।

ମୋ ପିୟା ପାସ କହିବୁ ତାକୁ ଆସିବ ସେ ଫେରି ମୋ ପାସ

ଡେରି ନକରି ଯାଇ ମୋ ମନରେ ବସ

ବଳରାମ ତରାଇ

ଖୋଧା

9937014646


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍