STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

କବିତା କଥା

କବିତା କଥା

1 min
1.1K


ଜୀବନରେ କଛି ରହିଗଲା ବାକି

କିଛି ରହିଲା ପୁରଣ ହେଲା

ଏକ ବର୍ଷ କମ୍ ହେଇଗଲା ପର ଲାଗିଲା

କିଛି ପୁରୁଣା ସ୍ମୃତି ପଛରେ ରହିଗଲି ମୁଁ

କିଛି ସ୍ବପ୍ନ ହୃଦୟରେ ଜଳି ଜଳି ରହିଗଲି ମୁଁ..

କିଛି ନମାଗି ମଧ୍ୟ ଅନେକ ମିଳିଲା ମୋତେ...

କିଛି ଖସୁରେ ଗଲା ମୋ ଦିନ

କିଛି ଦୁଖରେ ଗଲା ମୋ ଦିନ

କଛି ସପ୍ତାହ ବହୁତ ବୁଲିଛି

କଛି ସପ୍ତାହ ସାହାଯ୍ୟ କରିବାରେ ଗଲା

କିଛି ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କଲି

କିଛି ଦିନ ଲାଗିଲା ମୁଁ ମୋର ଲାଈଫି ମଜା ନେଲି

କିଛି ଛାଡି ଦେଲି ମୁଁ

କିଛି ହଜିଗଲି ମୁଁ କିଛି ହଜାଈ ଦେଲି ମୁଁ

କିଛି ଛାଡି କି ଚାଲି ଯାଇଛି କି ମୁ ..

କିଛି ନୂଆ ମିଶିବେ ଏଇଥର ମୋ ସହ ...

କିଛି ତ ମୋ ଉପରେ ବହୁତ ରାଗିଛନ୍ତି...

କିଛି ତ ମୋ ଉପରେ ଖୁସି ହେଇଛନ୍ତି...

କିଛି ମୋ ସହ ମିଶି ମଧ୍ୟ ଭୁଲି ଯାଇଛନ୍ତି ...

କିଛି ମୋତେ ଆଜି ବି ମଧ୍ୟ ମନେ ପକାଉଛନ୍ତି...

କିଛି ମଧ୍ୟ ହେଇପାରନ୍ତି ଅଜଣା...

କିଛି ମଧ୍ୟ କରୁଛନ୍ତି ବିରକ୍ତିପ୍ରକାଶ..

କିଛି ମୋ ଅପେକ୍ଷାରେ ଏବେବି ଅଛନ୍ତି...

କିଛି ମୁଁ ଅପେକ୍ଷା କରିଛି...

କିଛି ଠିକ୍, କିଛି ମଧ୍ୟ ଭୁଲ୍

କିଛି ଭୁଲ୍ ହୋଇଥାଏ ତ କ୍ଷମା

କରିଦେବ ଆଉ କିଛି ଭଲ ଲାଗେ ତ ମନେ ପକାଇବେ।

ଲାଇଫି ଟା କଣ ମୁଁ ଏ ତକ ବୁଝି ପାରିଲିନି

ଆଉ କିଛି ବାକି ରହିଲା ମନେ ପକେଇ ଦେଵି

ବଳରାମ ତରାଇ

ଖୋର୍ଦ୍ଧା

9937014646


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍