Akshayakumar Dash

Others

1  

Akshayakumar Dash

Others

ହାତ

ହାତ

1 min
420


ମଣିଷର ହାତ । ହାତ କହିଲେ ଶରୀରର ଅଙ୍ଗକୁବୁଝାଏ । ବ୍ୟଙ୍ଗକାର କିନ୍ତୁ ହାତର କରାମତି ,ତାର ପାରିଲାପଣିଆ,ଦକ୍ଷତା,ଚତୁରତା,କଥା କୁହନ୍ତି । ଆଜିକାଲି ଉପରମହଲ ବା ଇଂରାଜୀ ରେ ହେଭି ୱେଟ ବୋଲି କୁହାଯାଉଛି ।ସାଧାରଣତଃ ଉପରହାତ ଅଛି କହିଲେ ନେତା ବା ମନ୍ତ୍ରୀ ବା ସରକାରଙ୍କ ଉଛପ୍ରଦସ୍ତ ସରକାରୀ କର୍ମଚାରୀଙ୍କୁ ବୁଝ।ଏ ।


ଜଣେ ବରିଷ୍ଠଅଧିକାରୀ ସରକାରୀ ସାହାଯ୍ୟ ସୁବିଧାସୁଯୋଗନେଇ ମଧ୍ୟ ପଦବୀର ଅଵମଯ୍ୟାଦା କରନ୍ତି । ଲାଞ୍ଚ ନେଇ କାମକରିବାକୁ ପଛାନ୍ତିନାହିଁ । ସେହିପରି ନିଜ ସମ୍ପର୍କୀୟମାନଙ୍କୁ ନୀଯୁକ୍ତି ଲଗେଇ ଦିଅନ୍ତି । ଏପରିକି ସରକାରୀ ନୀତି ନିୟମକୁ ଅଣଦେଖାକରି ବେଆଇନଭାବେ କାର୍ଯ୍ୟ କରନ୍ତି ।ଏହାକୁ ବିଚାର କଲେ ହାତର କରାମତି କହୁ । କିନ୍ତୁ ହାତ ପତେଇବା ର ଅର୍ଥ ଭିର୍ଣ୍ଣ । ଏଠି ମାଗିବା ଅର୍ଥ ହାତପତେଇବା ନିଜର ଅନାଟନ କୁ ଅନ୍ୟର ଅନୁଗ୍ରହ ଆସାଇ ହେବା ।



Rate this content
Log in