Lalita Mohan Mishra

Others

2  

Lalita Mohan Mishra

Others

ଦରଦୀ ମଣିଷ

ଦରଦୀ ମଣିଷ

1 min
600



       ରକ୍ତରେ ଜୁଡ଼ୁବୁଡ଼ୁ ମଣିଷ ଛଟପଟ ହେଉଥାଏ । ସମସ୍ତେ ଚାଲିଯାଉଛନ୍ତି । ପବନା କୋଠି ଥିଲା କେଜାଣି ପବନ ବେଗରେ ଆସି ନିଜ ଗାଡ଼ିରେ ଡାକ୍ତର ଖାନାକୁ ନେଇଗଲା ।

- ଡାକ୍ତର ସଙ୍ଗେ ସଙ୍ଗେ ଚିକିତ୍ସାରେ ଅବହେଳା ନ କରି ଲାଗି ପଡିଲେ । କିଏ ଗାଡି ବାଡେଇ ଦେଇ ପଳାଇଲା ଜଣା ପଡିଲା ନାହିଁ । ଡାକ୍ତର କିଛି ସମୟ ପରେ ଆସି ଜଣାଇଲେ - ଆପଣ ତାଙ୍କର କଣ ହେବେ ?

- ଡେରି କରିଦେଇଥିଲେ ଆଉ ତାଙ୍କୁ ପାଇନଥାନ୍ତେ । ଅଚିହ୍ନା ହୋଇ ମଧ୍ୟ ପବନା ସେଦିନ ସେ ଲୋକଟିକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲା ।

- ଆମେ ନିଜର ପର ନ ଭାବି ପରକୁ ସାହାଯ୍ୟ କରିବା ଦରକାର "ପ୍ରସାରଣ ହିଁ ଜୀବନ..!! ଆଉ ସଙ୍କୋଚନ ହିଁ ମୃତ୍ୟୁ..!! ପ୍ରେମ ହିଁ ଜୀବନ..!! ଆଉ ଘୃଣା ହିଁ ମୃତ୍ୟୁ..!!"।

- ସମସ୍ତ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ବକୁ ଉଠି ନିଜ ହୃଦୟର ପରିସରକୁ ପ୍ରଶସ୍ତ କରି ପବନା ଅଚିହ୍ନା ମଣିଷକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲା । ଅଚିହ୍ନା ମଣିଷ ହେଲେ ମଧ୍ୟ ରକ୍ତ ସମ୍ପର୍କୀୟ ନ ହେଲେ ମଧ୍ୟ ପରର ସେବା କରିବା ଆମର କର୍ତ୍ତବ୍ୟ 


Rate this content
Log in