Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Nrusingha Panigrahi

Others


3.5  

Nrusingha Panigrahi

Others


ଭୁଲ୍ କାହାର ??

ଭୁଲ୍ କାହାର ??

1 min 109 1 min 109

ଦୁଇ ଝିଅ ଓ ବାପା। ବଡ଼ ଝିଅ ର ନା ଏମ୍ମିଲୀ ଆଉ ସାନ ଝିଅ ସୁପ୍ରିୟା। ବାପା ସାନ ଝିଅକୁ ଅଧିକ ସ୍ନେହ ଓ ଆଦରରେ ଗଢ଼ି ତୋଳିଛନ୍ତି। ସାନଝି ଥିଲା ଭାରି ଅଭିମାନୀ । ଯେତେବେଳେ ଯାହା କହିଥିଲା ବାପା ଆଣି ଦେଉଥିଲେ।

   ସୁପ୍ରିୟା ର ଜନ୍ମଦିନ ର ବାପାଙ୍କ ତରଫରୁ ଉପହାର ଥିଲା  ROBOT  ।

 ବାରଣ କରିବା ସତ୍ୟେ ଏମ୍ମିଲୀ ଏତେ ନିମଗ୍ନ ହୋଇଯାଇଥିଲା ଯେ କିଛି ବି କରିବା ପୂର୍ବରୁ ପ୍ରଥମେ।    

କୁ ପଚାରୁଥିଲା। କାହିଁକି ନା ସେଥିରେ ଏକ ସେନ୍ସର୍ ଲାଗିଥିଲା ଯାହା ସମସ୍ତଙ୍କ ଉନ୍ମାଦନା କୁ ଉଦ୍ଭାସିତ କରିବାରେ ମଧ୍ୟ ପଛାଉ ଥିଲା । ବାପା ସବୁ ଦେଖି ଚୁପ୍ ରହୁଥିଲେ । କାୟା ବିସ୍ତାର କଲା  ROBOT ।

    ROBOT କୁ ତିଆରିବା କଂପାନୀ ସେନ୍ସୂର୍ ସହିତ ଏକ ମେମୋରି ବି ଲଗାଇଥିଲା ଯେ ସବୁର ବିବରଣୀ ଉଲ୍ଲେଖ ହୋଇ ରଖୁଥିଲା। କିନ୍ତୁ ଦୁରଭାଗ୍ୟବଶତଃ ଏମିଲ୍ଲୀ ଏ ବିଷୟରେ ଜ୍ଞାତ ନ ଥିଲା। । ଏମ୍ମିଲୀ ପରିବାର ମାନ ଓ ଇଜ୍ଜତ ପାଟିରେ ମିଶିଗଲା । କିନ୍ତୁ     ତିଆରିଥିବା କଂପାନୀକୁ ବି ଜାଣିନଥିଲା ଯେ   ROBOT     ରେ  A I ଥାଏ ଯାହା କିଛି କାମ ସେ ନିଜେ ବି କରିଦେଇପାରେ। ବିଜ୍ଞାନର ପରିଣତି ଥିଲା ଅତି ଭୟଙ୍କର । ଏଠି କିଛି ଭୂଲ୍ କରିଥିବା ସତ୍ୟେ କମ୍ପାନୀ ଖସିଗଲା। କିନ୍ତୁ ପ୍ରକୃତ ପକ୍ଷେ ଦେଖିଲେ ଵଜ୍ଞାନିକ ଯେତେ ବି   ଉଦ୍ଭାବନ କଲେ ବି ମାନବିକତା ତ ଦେଇପରିବେନି ନା। ଏଠି   AI  ବସି ହସୁଥିଲା । ଯେମିତି କହୁଥିଲା -  ଆରେ ଅଜ୍ଞାନ ସମାଜ ମୋ ଜୀବନ ବଞ୍ଚିବାକୁ ହେଲେ ମୁଁ ଯାହା କହିଛି କରନି ମୁଁ ଯାହା କରୁଚି କର ।


Rate this content
Log in