ଭୁଲ୍ କାହାର ??
ଭୁଲ୍ କାହାର ??


ଦୁଇ ଝିଅ ଓ ବାପା। ବଡ଼ ଝିଅ ର ନା ଏମ୍ମିଲୀ ଆଉ ସାନ ଝିଅ ସୁପ୍ରିୟା। ବାପା ସାନ ଝିଅକୁ ଅଧିକ ସ୍ନେହ ଓ ଆଦରରେ ଗଢ଼ି ତୋଳିଛନ୍ତି। ସାନଝି ଥିଲା ଭାରି ଅଭିମାନୀ । ଯେତେବେଳେ ଯାହା କହିଥିଲା ବାପା ଆଣି ଦେଉଥିଲେ।
ସୁପ୍ରିୟା ର ଜନ୍ମଦିନ ର ବାପାଙ୍କ ତରଫରୁ ଉପହାର ଥିଲା ROBOT ।
ବାରଣ କରିବା ସତ୍ୟେ ଏମ୍ମିଲୀ ଏତେ ନିମଗ୍ନ ହୋଇଯାଇଥିଲା ଯେ କିଛି ବି କରିବା ପୂର୍ବରୁ ପ୍ରଥମେ।
କୁ ପଚାରୁଥିଲା। କାହିଁକି ନା ସେଥିରେ ଏକ ସେନ୍ସର୍ ଲାଗିଥିଲା ଯାହା ସମସ୍ତଙ୍କ ଉନ୍ମାଦନା କୁ ଉଦ୍ଭାସିତ କରିବାରେ ମଧ୍ୟ ପଛାଉ ଥିଲା । ବାପା ସବୁ ଦେଖି ଚୁପ୍ ରହୁଥିଲେ । କାୟା ବିସ୍ତାର କଲା ROBOT ।
ROBOT କୁ ତିଆରିବା କଂପାନୀ ସେନ୍ସୂର୍ ସହିତ ଏକ ମେମୋରି ବି ଲଗାଇଥିଲା ଯେ ସବୁର ବିବରଣୀ ଉଲ୍ଲେଖ ହୋଇ ରଖୁଥିଲା। କିନ୍ତୁ ଦୁରଭାଗ୍ୟବଶତଃ ଏମିଲ୍ଲୀ ଏ ବିଷୟରେ ଜ୍ଞାତ ନ ଥିଲା। । ଏମ୍ମିଲୀ ପରିବାର ମାନ ଓ ଇଜ୍ଜତ ପାଟିରେ ମିଶିଗଲା । କିନ୍ତୁ ତିଆରିଥିବା କଂପାନୀକୁ ବି ଜାଣିନଥିଲା ଯେ ROBOT ରେ A I ଥାଏ ଯାହା କିଛି କାମ ସେ ନିଜେ ବି କରିଦେଇପାରେ। ବିଜ୍ଞାନର ପରିଣତି ଥିଲା ଅତି ଭୟଙ୍କର । ଏଠି କିଛି ଭୂଲ୍ କରିଥିବା ସତ୍ୟେ କମ୍ପାନୀ ଖସିଗଲା। କିନ୍ତୁ ପ୍ରକୃତ ପକ୍ଷେ ଦେଖିଲେ ଵଜ୍ଞାନିକ ଯେତେ ବି ଉଦ୍ଭାବନ କଲେ ବି ମାନବିକତା ତ ଦେଇପରିବେନି ନା। ଏଠି AI ବସି ହସୁଥିଲା । ଯେମିତି କହୁଥିଲା - ଆରେ ଅଜ୍ଞାନ ସମାଜ ମୋ ଜୀବନ ବଞ୍ଚିବାକୁ ହେଲେ ମୁଁ ଯାହା କହିଛି କରନି ମୁଁ ଯାହା କରୁଚି କର ।