Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Ranjita Das

Abstract Classics Others


5.0  

Ranjita Das

Abstract Classics Others


ବଦଳୁଥିବା ସମୟ

ବଦଳୁଥିବା ସମୟ

1 min 611 1 min 611

ଆଗକାଳରେ ବାପା ମା', ଭାଇ - ଭାଇ ଆଉ ତାଙ୍କ ସ୍ତ୍ରୀ ପିଲାଛୁଆ ସମସ୍ତେ ମିଳି ମିଶିକି ଚଳୁଥିଲେ, ପୁଅ ବିଲ ବାଡ଼ି କାମ କରି ଘରେ ଥିବା ସବୁ ପ୍ରାଣୀଙ୍କ ଦୁଃଖ ସୁଖ ବୁଝୁଥିଲା । ଆଜି ସେ କାଳ ପଖାଳ ଆଉ ନାହିଁ କି ସେ ଚାଳ ଘର ମଧ୍ୟ ନାହିଁ । ବାତ୍ୟାର କରାଳ ରୂପରେ ଘର ଭାଙ୍ଗିଯାଇଛି ତେଣୁ ଚାଳ ଘର ଆଜି କୋଠା ଘରରେ ପରିଣତ ହୋଇଯାଇଛି ସେ ପୁଣି ଟାଉନରେ ଉପରେ । ପାଞ୍ଚ ଛ' ବଖରା ଅଛି କିନ୍ତୁ ଲୋକ ରହିବାକୁ ନାହାନ୍ତି, ଆଉ ବୁଢ଼ା ବାପା ମା' ସେଇ ଘରେ ମୁଣ୍ଡ ଗୁଞ୍ଜିଛନ୍ତି; କାରଣ ପୁଅ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ନେଇ ବାହାରେ ରହୁଛି, କାଁ ଭାଁ ଆସୁଛି ମା ବାପାଙ୍କୁ ଦେଖା କରିବାକୁ । ସେ ଵି ଏତେ ଦୂରରେ ଯେ ମା' ବାପାଙ୍କ ଅନ୍ତିମ ସମୟରେ ତାଙ୍କ ମୁହଁରେ ପାଣି ଟୋପେ ଦେବା ମଧ୍ୟ ସମ୍ଭବ ନୁହେଁ ।


ହଁ,ସମୟ ବଦଳିଯାଇଛି!


Rate this content
Log in

More oriya story from Ranjita Das

Similar oriya story from Abstract