Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
ଯେଉଁମାନଙ୍କର...

ଯେଉଁମାନଙ୍କର ନିଜ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଧୈର୍ଯ୍ୟ ବା ସାହସ ନ ଥାଏ ସେମାନେ ସାମୟିକ,ଭାବରେ ଏସବୁରୁ ବଞ୍ଚିବା ପାଇଁ ନିଶାର ସାହାଯ୍ୟ ନିଅନ୍ତି, ହେଲେ କିଛି ଲାଭ ହୁଏନା।କେବଳ ଆଉ ଏକ ନୂଆ ସମସ୍ୟା ଯୋଡା ହୁଏ ସେମାନଙ୍କ ଜୀବନର। ଏଇ କଥାଟି ଈଶ୍ୱର ଓ ଧର୍ମ ବିଶ୍ୱାସ ପାଇଁ ମଧ୍ୟ ପ୍ରଯୁଜ୍ୟ

By Rajabala Tripathy
 78


More oriya quote from Rajabala Tripathy
0 Likes   0 Comments
2 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments

Similar oriya quote from Abstract