STORYMIRROR
ସେ ରାକ୍ଷୀର...
ସେ ରାକ୍ଷୀର...
ସେ ରାକ୍ଷୀର...
“
ସେ ରାକ୍ଷୀର ସୁତାଟିଏ ହେଉ ବା ସାବିତ୍ରୀ ବ୍ରତର ଉପବାସ, ହେଉ ଅବା ପୁଅ ଜୀଉନ୍ତିଆର ମାନସିକ, ସୁଯୋଗ ଉଣ୍ଡି ପୁରୁଷ ସହ ନିଜର ଅର୍ଧେକ ଆୟୁଷ ବାଣ୍ଟି ଦେବାର କାମନା କରି ବସେ ନାରୀଟିଏ। ହେଲେ ନାରୀଟିକୁ ନିଜର ଆୟୁଷରୁ କଣିଚାଏ ବି ଦେବାକୁ ପୁରୁଷ କେବେ ଚାହିଁ ନାହିଁ, ଏମିତି କାହିଁକି.......
ରାଜଵାଳା
”
154
More oriya quote from Rajabala Tripathy
Similar oriya quote from Abstract
Download StoryMirror App