STORYMIRROR

ଯେବେ ଘରର...

ଯେବେ ଘରର ଏରୁଣ୍ଡି ଡେଇଁ ଦୁନିଆ ଆଗକୁ ଗଲି ମୋ ସାଥ୍ ଦେବା ପାଇଁ ମୋ ପାଖରେ ମୋ ଭାଇ କି ଭୟଣୀ ନଥିଲେ।ସ୍ନେହ ମମତା ଆଉ ଭଲପାଇବା ଦେଇ ମୁଁ ଯୋଉଁ ସମ୍ପର୍କ ଗଢିଲି ।ତାର ନା ଥିଲା ମିତ୍ର।ଯିଏ ମୋର ବିପଦ ରେ ସୁରକ୍ଷା କବଚ ସାଜି।ମୋ ହସ ଲୁହର ସାଥି ହେଇଛି।

By Liza Senapati
 64


More oriya quote from Liza Senapati
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments
21 Likes   0 Comments

Similar oriya quote from Abstract