STORYMIRROR

କିଛି ଶିଖିଲି...

କିଛି ଶିଖିଲି କିଛି ପାଇଲି କିଛି ଅନୁଭବ କଲି , ଅତୀତ କୁ ପୁଣି ଥରେ ବର୍ତ୍ତମାନ ରେ ପାଇଲି, କିଛି କଥା କିଛି ରାଗ କିଛି ଅଭିମାନ , ଥିଲା କହିବାର ବାକି ରହିଗଲା , ଭଲପାଇବା ସମୟ ସହ ବଦଳେନା ଅନୁଭବ କଲି ଯାହା କାଲି ଥିଲା ଆଜି ବି ଅଛି ସେମିତି ଯେମିତି ଦେଖିଥିଲି ଶେଷ ଥର ଭଲ ଆଉ ବହୁତ ଭଲର ଏକ ମିଶ୍ରଣ ପରି, ସୁନ୍ଦର ସତେଜ ଫୁଲ ପରି। କିଛି କଥା ହୃଦୟର କେବଳ ତୁମ ପାଇଁ 💕

By Liza Senapati
 28


More oriya quote from Liza Senapati
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments
21 Likes   0 Comments