କିଛି ଶିଖିଲି କିଛି ପାଇଲି କିଛି ଅନୁଭବ କଲି , ଅତୀତ କୁ ପୁଣି ଥରେ ବର୍ତ୍ତମାନ ରେ ପାଇଲି, କିଛି କଥା କିଛି ରାଗ କିଛି ଅଭିମାନ , ଥିଲା କହିବାର ବାକି ରହିଗଲା , ଭଲପାଇବା ସମୟ ସହ ବଦଳେନା ଅନୁଭବ କଲି ଯାହା କାଲି ଥିଲା ଆଜି ବି ଅଛି ସେମିତି ଯେମିତି ଦେଖିଥିଲି ଶେଷ ଥର ଭଲ ଆଉ ବହୁତ ଭଲର ଏକ ମିଶ୍ରଣ ପରି, ସୁନ୍ଦର ସତେଜ ଫୁଲ ପରି। କିଛି କଥା ହୃଦୟର କେବଳ ତୁମ ପାଇଁ 💕
plz Yar STop It. BG ଅଛି BG ଅଛି କହିବା ଟିକେ ବନ୍ଦ କର । Irritate ହେଇ ସରିଚି ମୁଁ ଶୁଣି ଶୁଣି - ନିଜର ମୁଲ୍ୟବାନ ସମୟ ଦେଇ ଥିବା ଆପଣାର ମାନଙ୍କଠାରୁ।
ଜିତିବାକୁ ଚାହୁଁଥିଲେ ଜିତିପାରିଥାନ୍ତି, ତୁ କ'ଣ ବୁଝିବୁ ସେ ଜିତିବାରେ ସେତିକି ଖୁସି ନାହିଁ। ତୋ ପାଖରେ ହାରିବାରେ ଯେତିକି।
ମତେ ଲେଖିଥିବା କଲମ,ମତେ ଗଢିଥିବା ଦେବତା .ମୋର କବିତାରେ ପ୍ରତି ଶଦ୍ଦ ଦେଇଥିବା ବାବା ମା,ତୁମ ପାଇଁ କଣ ଆଜି ଗୋଟିଏ ଦିନ ,ସମର୍ପିତ ମୋର ସାରା ଜୀବନ। ଏ ଗୋଟିଏ ଦିନରେ କଣ ପାରିବି ସୁଜି ତୁମ ମମତାର ମୂଲ। ଏ ମହାନ ଦିବସ ରେ କୋଟି କୋଟି ମା ଙ୍କୁ ମୋର ପ୍ରଣାମ । Liza senapati