Liza Senapati
Literary Colonel
188
Posts
61
Followers
13
Following

ତୁମେ ଶୁଣ ମୋ କବିତା ର ଶଦ୍ଦ କୁ, ତୁମକୁ କହିପାରୁ ନଥିବା ବ୍ୟାଥା ସବୁ ତ ମୋ ପାଇଁ କବିତା।

Share with friends
Earned badges
See all

ପାପୁଲିରେ ଲୁହ କୁ ସାଇତି ମୁକ୍ତା କୁ ରୂପାନ୍ତରିତ କରୁଥିବା ସେଇ ଯାଦୁଗର ର ନା ବନ୍ଧୁ।

କିଛି ଶିଖିଲି କିଛି ପାଇଲି କିଛି ଅନୁଭବ କଲି , ଅତୀତ କୁ ପୁଣି ଥରେ ବର୍ତ୍ତମାନ ରେ ପାଇଲି, କିଛି କଥା କିଛି ରାଗ କିଛି ଅଭିମାନ , ଥିଲା କହିବାର ବାକି ରହିଗଲା , ଭଲପାଇବା ସମୟ ସହ ବଦଳେନା ଅନୁଭବ କଲି ଯାହା କାଲି ଥିଲା ଆଜି ବି ଅଛି ସେମିତି ଯେମିତି ଦେଖିଥିଲି ଶେଷ ଥର ଭଲ ଆଉ ବହୁତ ଭଲର ଏକ ମିଶ୍ରଣ ପରି, ସୁନ୍ଦର ସତେଜ ଫୁଲ ପରି। କିଛି କଥା ହୃଦୟର କେବଳ ତୁମ ପାଇଁ 💕

ଦରକାର ନାହିଁ ଏ ସମ୍ପର୍କ ର ଭିଡ଼ ଏକେଲା ପଣ ସବୁଠୁ ନିଜର

plz Yar STop It. BG ଅଛି BG ଅଛି କହିବା ଟିକେ ବନ୍ଦ କର । Irritate ହେଇ ସରିଚି ମୁଁ ଶୁଣି ଶୁଣି - ନିଜର ମୁଲ୍ୟବାନ ସମୟ ଦେଇ ଥିବା ଆପଣାର ମାନଙ୍କଠାରୁ।

ଜିତିବାକୁ ଚାହୁଁଥିଲେ ଜିତିପାରିଥାନ୍ତି, ତୁ କ'ଣ ବୁଝିବୁ ସେ ଜିତିବାରେ ସେତିକି ଖୁସି ନାହିଁ। ତୋ ପାଖରେ ହାରିବାରେ ଯେତିକି।

ହୁଏତ ଜିତିଯିବି ଅବା ହାରିଯିବି ହେଲେ ଚେଷ୍ଟା ନକରି ମୁଁ ତତେ ହରେଇ କେମିତି ଦେବି।

ମତେ ଲେଖିଥିବା କଲମ,ମତେ ଗଢିଥିବା ଦେବତା .ମୋର କବିତାରେ ପ୍ରତି ଶଦ୍ଦ ଦେଇଥିବା ବାବା ମା,ତୁମ ପାଇଁ କଣ ଆଜି ଗୋଟିଏ ଦିନ ,ସମର୍ପିତ ମୋର ସାରା ଜୀବନ। ଏ ଗୋଟିଏ ଦିନରେ କଣ ପାରିବି ସୁଜି ତୁମ ମମତାର ମୂଲ। ଏ ମହାନ ଦିବସ ରେ କୋଟି କୋଟି ମା ଙ୍କୁ ମୋର ପ୍ରଣାମ । Liza senapati

ଆଜି ଜୀବନ କାଲିକୁ ନାହିଁ, ରାଗ ଅଭିମାନ ସବୁ ଭୁଲି, ଫେରିଆସ ବଦ୍ଧୁ ପାଶେ ପୁଣି,

ଆଜି ଜୀବନ କାଲିକୁ ନାହିଁ, ରାଗ ଅଭିମାନ ସବୁ ଭୁଲି, ଫେରିଆସ ବଦ୍ଧୁ ପାଶେ ପୁଣି,


Feed

Library

Write

Notification
Profile