STORYMIRROR
ମତେ ଲେଖିଥିବା...
ମତେ ଲେଖିଥିବା...
ମତେ...
“
ମତେ ଲେଖିଥିବା କଲମ,ମତେ ଗଢିଥିବା ଦେବତା .ମୋର କବିତାରେ ପ୍ରତି ଶଦ୍ଦ ଦେଇଥିବା ବାବା ମା,ତୁମ ପାଇଁ କଣ ଆଜି ଗୋଟିଏ ଦିନ ,ସମର୍ପିତ ମୋର ସାରା ଜୀବନ।
ଏ ଗୋଟିଏ ଦିନରେ କଣ ପାରିବି ସୁଜି ତୁମ ମମତାର ମୂଲ।
ଏ ମହାନ ଦିବସ ରେ କୋଟି କୋଟି ମା ଙ୍କୁ ମୋର ପ୍ରଣାମ ।
Liza senapati
”
277
More oriya quote from Liza Senapati
Download StoryMirror App