STORYMIRROR
ଯଦି...
ଯଦି କାମ ତୁମର ଆଉ...
ଯଦି କାମ...
“
ଯଦି କାମ ତୁମର ଆଉ ନାମ ଆଉ କାହାର ହେଉଛି,
ପରିଶ୍ରମ ତୁମର, ଓ ଫଳ ଆଉ କିଏ ଖାଉଛି,
ତେବେ ମନ ଉଣା କରନି...
ଯୁଗ ଯୁଗରୁ ଜଳନ୍ତି ତ ଘିଅ ଓ ସଳିତା,
ଆଉ ଦୁନିଆ କୁହେ,
ଦେଖ , ଦୀପ ଜଳୁଛି...।।
: ବିନୋଦ କୁମାର (ଅନୁବାଦ)
”
105
More oriya quote from Binod Tripathy
Similar oriya quote from Abstract
Download StoryMirror App