STORYMIRROR

ଏଇତ...

ଏଇତ ଏବେ, ଏଇତ ଏବେ ଶିଖିଥିଲି ହସିବାର କଳା ଲୁହକୁ ଲୁଚେଇ ରଖି , ମିଛ ହସ ବି ତୋ ଦେହରେ ଗଲାନି ଭିଜେଇଦେଲୁ ମୋ ଆଖି ।। : ବିନୋଦ କୁମାର

By Binod Tripathy
 47