STORYMIRROR
ବିରହ ନିଆଁରେ...
ବିରହ ନିଆଁରେ...
ବିରହ ନିଆଁରେ...
“
ବିରହ ନିଆଁରେ ଜଳୁଛି ହୃଦୟ
ଅଭୁଲା ଅତୀତ ସ୍ମୃତି କୁ ଭାଳି,
ପ୍ରେମର ବର୍ଷା ହେଇ ଆସୁନାହଁ ଯଦି ତୁମେ.....
ଜଳେଇ ଦିଅ ମତେ, ନିଶ୍ଚିହ୍ନ କରି
ତୁମ କ୍ରୋଧ ର ଘୃତ ଟିକିଏ ଢାଳି ।।
☆ପଙ୍କଜିନି ଭୋଇ, କଳାହାଣ୍ଡି☆
”
235
More oriya quote from ପଙ୍କଜିନି ଭୋଇ
Similar oriya quote from Tragedy
Download StoryMirror App