STORYMIRROR
ତୁମବିନା ଟିକେ...
ତୁମବିନା ଟିକେ...
ତୁମବିନା...
“
ତୁମବିନା ଟିକେ ହସିବା ପାଇଁ ଚାଲିଛି-
ହୃଦୟର ନିରନ୍ତର ପ୍ରୟାସ,
କିନ୍ତୁ କେଜାଣି,
ଆଖି ମୋର ଛଳଛଳ
ସବୁ ପ୍ରୟାସ ବି ବିଫଳ....;
ପାରୁନି ମୁଁ କାହିଁକି.......??
☆ପଙ୍କଜିନି ଭୋଇ, କଳାହାଣ୍ଡି☆
”
214
More oriya quote from ପଙ୍କଜିନି ଭୋଇ
Similar oriya quote from Tragedy
Download StoryMirror App