STORYMIRROR

ତୁମେ ମୁଗ୍ଧ...

ତୁମେ ମୁଗ୍ଧ ମନା ମୁଁ ଆନମନା ତୁମେ ଥିଲ ମୋର ପ୍ରେରଣା ଦୀପ ମୁଗ୍ଧ ଅନୁଭବ ଦୁଷ୍ପ୍ରାପ୍ୟ ପ୍ରାଣ ସବୁ ହୋଇଗଲା ସ୍ବପ୍ନର ସ୍ତୁପ।

By Pankajini Upadhaya
 216