STORYMIRROR
ଇଚ୍ଛା...
ଇଚ୍ଛା ମାନେ ଯେବେ...
ଇଚ୍ଛା ମାନେ...
“
ଇଚ୍ଛା ମାନେ ଯେବେ ହଜିଗଲେ ମୋର
ଛାହୁଁନାହି ଆଉ ସେ ଘର ଦୁଆର
ବିଶ୍ବାସରେ ଯେବେ ଲାଗିଲା କଳଙ୍କ
ମନ ନେଇଗଲା ଭିନ୍ନ ଏକ ସ୍ବର।
ଦେଖିବି।
”
45
More oriya quote from Pankajini Upadhaya
Similar oriya quote from Abstract
Download StoryMirror App