STORYMIRROR
ତୋର ପ୍ରଥମ...
ତୋର ପ୍ରଥମ...
ତୋର ପ୍ରଥମ...
“
ତୋର ପ୍ରଥମ ସ୍ପର୍ଶକୁ
ମୁଁ ଭୁଲି ପାରେନା
ହାତ ରେ ହାତ ଥୋଇ
କହିଥିବା କଥାକୁ
ମୁଁ ପୁଣି କହି ବି ପାରେନା
ଦିନ ଚାଲିଯାଏ
ସମୟ ତ ଗଡି ଯାଏ
କିନ୍ତୁ ଲିଭେ ନାହିଁ ମନରୁ
ସେ ସୁନେଲି ସଂଧ୍ୟା ର ମୁର୍ଛନା ।
@ Dr.Debasish Mahapatro Feb, 2020
”
50
More oriya quote from Debasish Mahapatro
Similar oriya quote from Abstract
Download StoryMirror App