STORYMIRROR

ପ୍ରେମ ର...

“ ପ୍ରେମ ର ଗଭିର ପରିପ୍ରକାଶ ଯେଉଁଠାରେ ଶବ୍ଦ ଗୁଡ଼ିକ ନିରବ, କେବଳ ଚକ୍ଷୁ ର ନିରବ ଚଂଚଳତା ପ୍ରକଂପିତ ଓଠ ର ସମିପତା , ନିରବ ଭାବ ର ପ୍ରତିଵେଦନ, ପ୍ରକଂପିତ ଓଠ ରେ ଭାବନାର ଅନୁମୋଦନ, ଆଖି ବୁଜି ଦେଲେ ହୋଇଯାଏ ସେ ପ୍ରଗାଢ଼ ଚୁମ୍ବନ । @ Dr.Debasish Mahapatro ”

By Debasish Mahapatro
 96


More oriya quote from Debasish Mahapatro
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Abstract