STORYMIRROR
ସତ୍ୟ ର ପଥେ...
ସତ୍ୟ ର ପଥେ...
ସତ୍ୟ ର ପଥେ...
“
ସତ୍ୟ ର ପଥେ ଚାଲିବା ପାଇଁ
ସାହସ ଦିଅ ହେ ପ୍ରଭୁ।
ସତ୍ୟ ପଥରେ ବିଚଳିତ ନହିଁ
ଡାକୁଥିବି ସଦା ବିଭୁ।
ସତ୍ୟ ର ପଥ ସହଜ ନୁହଁଇ
ଶୁଣି ଅଛି କେଉଁ କାଳୁ
ସତ୍ୟ ର କଥା ଶୁଣିଲେ ଲୋକେ
ଜଳିଯାଏ ତାଙ୍କ ତାଳୁ।
ସତ୍ୟ ଅଟଇ ସଦା ଚିରନ୍ତନ
ସଦ୍ୟେ ବଳାଅ ମନ।
ଗୌରୀ ପଣ୍ଡା, ଜୟପୁର
”
185
More oriya quote from Gouri Panda
Similar oriya quote from Abstract
Download StoryMirror App